Shanti Na Thila Mo Jibane – Archana Padhi Odia Christian Lyrics

Shanti Na Thila Mo Jibane is a latest Odia Christian song written, music composed by Sundar Kumar and sung by Archana Padhi & Timat Majhi. This song video was released on January 07, 2024 through BaiangkuMusic YouTube channel.

Please listen to the song, worship the Lord with spirit and in Truth and be blessed.

Song: Shanti Na Thila Mo Jibane
Release Date: January 07, 2024
Lyrics, Music: Sundar Kumar
Vocals : Archana Padhi & Timat Majhi

  • Odia

ଶାନ୍ତି ନ ଥିଲା କେବେ …..ମୋ ଜୀବନେ
ଶାନ୍ତି ଆଣିଦେଲେ …..ଯୀଶୁ ମତେ

ହେ ମୋର ଯୀଶୁ ତୁମେ ମୁକ୍ତି ରାଜନ
ହେ ମୋର ପ୍ରଭୁ ତୁମେ ଶାନ୍ତି ରାଜନ ..
ମୋର ଜୀବନେ ନ ଥିଲା ଶାନ୍ତି
ତମେ ଆଣିଦେଲ ମୋତେ ଶାନ୍ତି
ମୋର ପରାଣେ ନ ଥିଲା ମୁକ୍ତି
ତମେ ଆଣିଦେଲ ମତେ ମୁକ୍ତି
ହେ.. ହେ ମୋର ମୁକ୍ତି ରାଜନ…..
ହେ..ହେ ମୋର ଶାନ୍ତି ରାଜନ………

ନିରାଶ ଅନ୍ଧାରେ ଥିଲି ଯେବେ ଜୀବନେ
ହାତ ଧରି ମୋତେ ନେଲେ ତାଙ୍କରି ପାଶେ
ଚାଲୁ ଚାଲୁ ଯାଇଥିଲି ମୁ ଅବାଟରେ
କଡ଼ାଇ ନେଲେସେ ନିଜେ ତାଙ୍କରି ପଥେ
ବୁଡ଼ି ଗଲି ଯୀଶୁ ପ୍ରେମେ ସେହି ଶାନ୍ତି ମୋ ଜୀବନେ..
ହେ.. ହେ ମୋର ମୁକ୍ତି ରାଜନ…….
ହେ.. ହେ ମୋର ଶାନ୍ତି ରାଜନ………
ଦୟାର ସାଗର ଯୀଶୁ ମୋ ଜୀବନେ
ଖୁସି ଭରିଦେଲେ ଏତେ ମୋ ହୃଦୟେ
ପାଇନଥିଲି ଏ ସବୁ କେବେ ଜୀବନେ
ପ୍ରେମ କରି ସବୁ ଦେଲେ ସେ ନିଜ ହାତେ
ରହିବି ମୁଁ ଯୀଶୁ ପ୍ରେମେ ସେହି ସବୁ ମୋ ଜୀବନେ..
ହେ.. ହେ ମୋର ମୁକ୍ତି ରାଜନ…..
ହେ.. ହେ ମୋର ଶାନ୍ତି ରାଜନ………


Related posts

Vazhum Njanen Rakshithavin – Rijo Simon Thomas Malayalam Christian Lyrics

Mahadevuda Mahonnathuda Telugu Christian Lyrics

Devuni Samayamunu Dongilinchakura – D Isaac Gnana Raj Telugu Christian Lyrics