• Home  /
  • Lyrics   /
  • Shanti Na Thila Mo Jibane – Archana Padhi Odia Christian Lyrics

Shanti Na Thila Mo Jibane – Archana Padhi Odia Christian Lyrics

Shanti Na Thila Mo Jibane - Archana Padhi Odia Christian LyricsShanti Na Thila Mo Jibane is a latest Odia Christian song written, music composed by Sundar Kumar and sung by Archana Padhi & Timat Majhi. This song video was released on January 07, 2024 through BaiangkuMusic YouTube channel.

Please listen to the song, worship the Lord with spirit and in Truth and be blessed.

Song: Shanti Na Thila Mo Jibane
Release Date: January 07, 2024
Lyrics, Music: Sundar Kumar
Vocals : Archana Padhi & Timat Majhi

Odia

ଶାନ୍ତି ନ ଥିଲା କେବେ …..ମୋ ଜୀବନେ
ଶାନ୍ତି ଆଣିଦେଲେ …..ଯୀଶୁ ମତେ

ହେ ମୋର ଯୀଶୁ ତୁମେ ମୁକ୍ତି ରାଜନ
ହେ ମୋର ପ୍ରଭୁ ତୁମେ ଶାନ୍ତି ରାଜନ ..
ମୋର ଜୀବନେ ନ ଥିଲା ଶାନ୍ତି
ତମେ ଆଣିଦେଲ ମୋତେ ଶାନ୍ତି
ମୋର ପରାଣେ ନ ଥିଲା ମୁକ୍ତି
ତମେ ଆଣିଦେଲ ମତେ ମୁକ୍ତି
ହେ.. ହେ ମୋର ମୁକ୍ତି ରାଜନ…..
ହେ..ହେ ମୋର ଶାନ୍ତି ରାଜନ………

ନିରାଶ ଅନ୍ଧାରେ ଥିଲି ଯେବେ ଜୀବନେ
ହାତ ଧରି ମୋତେ ନେଲେ ତାଙ୍କରି ପାଶେ
ଚାଲୁ ଚାଲୁ ଯାଇଥିଲି ମୁ ଅବାଟରେ
କଡ଼ାଇ ନେଲେସେ ନିଜେ ତାଙ୍କରି ପଥେ
ବୁଡ଼ି ଗଲି ଯୀଶୁ ପ୍ରେମେ ସେହି ଶାନ୍ତି ମୋ ଜୀବନେ..
ହେ.. ହେ ମୋର ମୁକ୍ତି ରାଜନ…….
ହେ.. ହେ ମୋର ଶାନ୍ତି ରାଜନ………
ଦୟାର ସାଗର ଯୀଶୁ ମୋ ଜୀବନେ
ଖୁସି ଭରିଦେଲେ ଏତେ ମୋ ହୃଦୟେ
ପାଇନଥିଲି ଏ ସବୁ କେବେ ଜୀବନେ
ପ୍ରେମ କରି ସବୁ ଦେଲେ ସେ ନିଜ ହାତେ
ରହିବି ମୁଁ ଯୀଶୁ ପ୍ରେମେ ସେହି ସବୁ ମୋ ଜୀବନେ..
ହେ.. ହେ ମୋର ମୁକ୍ତି ରାଜନ…..
ହେ.. ହେ ମୋର ଶାନ୍ତି ରାଜନ………

Written by Admin

Leave a comment

This site uses Akismet to reduce spam. Learn how your comment data is processed.

How to whitelist website on AdBlocker?

How to whitelist website on AdBlocker?

  1. 1 Click on the AdBlock Plus icon on the top right corner of your browser
  2. 2 Click on "Enabled on this site" from the AdBlock Plus option
  3. 3 Refresh the page and start browsing the site
error: Content is protected !!