Pratipalaka – Humane Sagar Odia Christian Lyrics

Pratipalaka is a Christian Odia song written by Taitas Pal, sung by Humane Sagar and music composed by Digvijay. This song video was released on February 25, 20242 through Jesus creation YouTube channel.

Please listen to the song, worship the Lord with spirit and in Truth and be blessed.

Song: Pratipalaka
Release Date: February 25, 2024
Lyrics: Taitas Pal
Vocals: Humane Sagar
Music: Digvijay

  • Odia

ହୋ… ସଦାପ୍ରଭୁ ମୋର ପ୍ରତିପାଳକ
ହୋ… ସଦାପ୍ରଭୁ ମୋର ପ୍ରିୟ ପାଳକ

ହାଲେଲୁୟା ମୁହି ଗାଇବି ତାଙ୍କ ନାମର
ପ୍ରଶଂସା ଗୀତି ଭଜିବି ଯୀଶୁ ନାମର
ହୋ… ସଦାପ୍ରଭୁ ମୋର ପ୍ରତିପାଳକ….

ଜଗତରେ କେହି ନାହିଁ ମୋ ଯୀଶୁ ପରି
ତାଙ୍କ ପରି ପ୍ରେମ କେହି ପାରିବେନି କରି
ଯେବେ ଏ ସମାଜ କଲା ମୋତେ ତୁଚ୍ଛ
ଛାୟା ତଳେ ତବ ଆଶ୍ରୟ ଦେଇଛ
ହୋ… ସଦାପ୍ରଭୁ ମୋର ପ୍ରତିପାଳକ….

ଅଭାବ ମୋହର ସବୁ କରିଛ ପୂରଣ
ଦୁର୍ଦ୍ଦଶା କାଳରେ ମୋର ତୁମେ ହିଁ ଶରଣ
ମାଗିବା ଆଗରୁ ଜାଣ ତୁମେ ସବୁ
ଯୋଗ୍ୟତା ରୁ ବେଶୀ ଦେଇଛ ହେ ପ୍ରଭୁ
ହୋ…. ସଦାପ୍ରଭୁ ମୋର ପ୍ରତିପାଳକ….


Related posts

Ka Lywa Snieh Thymmai – Bethsheba Lyting & Ibamedaai Kharrymba Khasi Christian Lyrics

Varninchalenu..Vivarinchalenu Telugu Christian Lyrics

Testimony – Victor Ivyic English Christian Lyrics