Badadinara Abhinandana – Humane Sagar Odia Christian Lyrics

Badadinara Abhinandana is a latest Christian Odia song written and music composition done by Amit Badanayak, sung by Humane Sagar. This song video was released on December 11, 2022 through Amit Badanayak YouTube channel.

Please listen to the song, worship the Lord with spirit and in Truth and be blessed.

Song : Badadinara Abhinandana
Release Date: December 11, 2022
Lyrics : Amit Badanayak
Vocals : Humane Sagar
Music : Amit Badanayak

  • Odia

ଯୀଶୁ ଜନମର ସୁଅଭିବାଦନ
ଘେନ ବନ୍ଧୁ ଗଣ ଶୁଭ ସମ୍ଭାଷଣ…

ଯୀଶୁ ଜନମର ସୁଅଭିବାଦନ
ଏ ବଡ଼ ଦିନର ଶୁଭ ସମ୍ଭାଷଣ
ଜଣାଉଛି ଏହି କ୍ଷଣ ଆହେ ପ୍ରିୟ ବନ୍ଧୁଗଣ…
କର ହେ ଗ୍ରହଣ…
ଅଭିନନ୍ଦନ ଘେନ ଅଭିନନ୍ଦନ..

ଆନଦଜନକ ଏହି ସୁସମାଚାର…ସୁସମାଚାର
ଈଶ୍ବରଙ୍କ ଦୂତ ମର୍ତ୍ତେ କଲେ ପ୍ରଚାର…କଲେ ପ୍ରଚାର
ମୁକ୍ତି ସାଧିବାକୁ ସାରା ବିଶ୍ୱ ଜନର…ବିଶ୍ଵ ଜନର
ଆସିଲେ ଧରାକୁ ଛାଡ଼ି ସରଗ ପୁର…ସରଗ ପୁର
ବାକ୍ୟରୂପୀ ଈଶ ସୂତ ଶିଶୁ ରୂପେ ହେଲେ ଜାତ…
ମାନବ କାରଣ…
ଅଭିନନ୍ଦନ ଘେନ ଅଭିନନ୍ଦନ ..

ଆସିଅଛି ବୋଲି ଯୀଶୁଙ୍କ ଜନ୍ମ ଦିନ…ଜନମ ଦିନ
ଆନନ୍ଦେ ସଭିଙ୍କ ମନ ହୁଏ ଉଚ୍ଛନ୍ନ…ହୁଏ ଉଚ୍ଛନ୍ନ
ଆସ ଆସ ପ୍ରିୟ ଖ୍ରୀଷ୍ଟ ବିଶ୍ବାସୀ ଗଣ… ବିଶ୍ୱାସୀ ଗଣ
ମଧୁଗୀତି ଗାଇ କରିବା ଜୟଗାନ… ଜୟଗାନ
ପରସ୍ପର ମିଳିମିଶି ବାଣ୍ଟିନେବା ହସଖୁସି…
ହୋଇ ଏକ ମନ….
ଅଭିନନ୍ଦନ ଘେନ ଅଭିନନ୍ଦନ ..


Related posts

Ka Lywa Snieh Thymmai – Bethsheba Lyting & Ibamedaai Kharrymba Khasi Christian Lyrics

Varninchalenu..Vivarinchalenu Telugu Christian Lyrics

Testimony – Victor Ivyic English Christian Lyrics