• Home  /
  • Lyrics   /
  • Abadhya Manisha – Amit Badanayak, Shasank Sekhar Odia Christian Lyrics

Abadhya Manisha – Amit Badanayak, Shasank Sekhar Odia Christian Lyrics

Abadhya Manisha - Amit Badanayak, Shasank Sekhar Odia Christian LyricsAbadhya Manisha is a latest Odia Christian song written & music composed by Amit Badanayak and sung by Shasank Sekhar. This song video was released on February 11, 2024 through Amit Badanayak YouTube channel.

Please listen to the song, worship the Lord with spirit and in Truth and be blessed.

Song: Abadhya Manisha
Release Date: February 11, 2024
Lyrics & Music: Amit Badanayak
Vocals: Shasank Sekhar

Odia

ମୁଁ ଅବାଧ୍ୟ ଅଯୋଗ୍ୟ ପାପୀ ମଣିଷ
ହେ ପ୍ରଭୁ ଧୋଇ ଦିଅ ମୋ କଳୁଷ
ହେ ଯୀଶୁ କ୍ଷମାକର ପାପ ଦୋଷ
ମୁଁ ଅଧମ ନଗଣ୍ୟ ଧୂଳି ସଦୃଶ
ହେ ପ୍ରଭୁ ଧୋଇ ଦିଅ ମୋ କଳୁଷ
ହେ ଯୀଶୁ କ୍ଷମାକର ପାପ ଦୋଷ

ମନ୍ଦତାକୁ କେତେ ମୁଁ ଯେ ଭଲ ପାଇଅଛି
ଅଧର୍ମକୁ ହୃଦେ ଧରି ବାଟ ଚାଲିଅଛି
ତୁମ ଶିକ୍ଷା ଉପଦେଶ ଅବଜ୍ଞା କରିଛି
ଜଗତର ପଛେ ଧାଇଁ ବିନଷ୍ଟ ହୋଇଛି….
ମୁଁ ଅଭାଗା ଅଲୋଡ଼ା ଶୁଖିଲା ଘାସ…୨ଥର…
ହେ ପ୍ରଭୁ ଧୋଇ ଦିଅ ମୋ କଳୁଷ
ହେ ଯୀଶୁ କ୍ଷମାକର ପାପ ଦୋଷ

ମନ ମୋର ନିତି ହୁଏ ଅଥୟ ଅସ୍ଥିର
ଅବିରତ ମନ୍ଦ ମାତ୍ର ଭାବନା ମୋହର
ବାହ୍ୟ ସିନା ଦେଖିବାକୁ ଦିଶୁଛି ସୁନ୍ଦର
ଦୁଷ୍ଟତାରେ ପରିପୂର୍ଣ୍ଣ ଭିତର ଅନ୍ତର….
ମୁଁ ନିର୍ବୋଧ ଅବୋଧ ଉଡନ୍ତା ତୁଷ…୨ଥର…
ହେ ପ୍ରଭୁ ଧୋଇ ଦିଅ ମୋ କଳୁଷ
ହେ ଯୀଶୁ କ୍ଷମାକର ପାପ ଦୋଷ

Written by Admin

Leave a comment

This site uses Akismet to reduce spam. Learn how your comment data is processed.

How to whitelist website on AdBlocker?

How to whitelist website on AdBlocker?

  1. 1 Click on the AdBlock Plus icon on the top right corner of your browser
  2. 2 Click on "Enabled on this site" from the AdBlock Plus option
  3. 3 Refresh the page and start browsing the site
error: Content is protected !!