Mana Nachere – Sanjib Bishoyi, Humane Saagar Odia Christian Lyrics

Mana Nachere is a Christian Odia song written & music by Sanjib Bishoyi, sung by Humane Sagar. This song video was released on November 10, 2024 through SB Music Official YouTube channel.

Please listen to the song, worship the Lord with spirit and in Truth and be blessed.

Song: Mana Nachere
Release Date: November 10, 2024
Lyrics & Music: Sanjib Bishoyi
Vocals: Humane Sagar

  • Odia

ମନ ନାଚେରେ, ମନ ନାଚେରେ
ଯୀଶୁ ନାମେ ଏ ମନ ନାଚେରେ
ମନ ନାଚେରେ, ମନ ନାଚେରେ
ପ୍ରଭୁ ନାମେ ଏ ମନ ନାଚେରେ

ସେହି ନାମେ ପରିତ୍ରାଣ,
ସେହି ନାମେ ଅନନ୍ତ ଜୀବନ
ମନ ନାଚେରେ…..

1. ଯିହୁଦା ପ୍ରଦେଶେ ଆସିଲା ସେ ନାମ
ମେରୀଙ୍କ କୋଳରେ ହେଲେ ସେ ଜନମ
ସାରା ଜଗତରେ ଖେଳିଲା ଚମକ
ସେ ହେଲେ ସତ୍ୟର ପଥ ପ୍ରଦର୍ଶକ

ତାଙ୍କ ପଥେ ଯେ କରେ ନିତ୍ୟ ଅନୁଶରଣ
ପାଇବ ସର୍ବଦା ତାଙ୍କ ପରିତ୍ରାଣ

2. ଅଟଇ ମହାନ ସେହି ଯୀଶୁ ନାମ
ସରଗରୁ ପାତାଳ କରନ୍ତି ପ୍ରଣାମ
ଚରାଚର ଯେତେ କୀଟ ପତଙ୍ଗ
ଜୀବିତ ସେ ନାମେ କେଡ଼େ ଆନଂଦ

ବୀଣା ଝଙ୍କାରେ ବାଦ୍ୟ ନୃତ୍ୟରେ
ଗାନ୍ତି ସର୍ବଦା ତାଙ୍କ ଜୟଗାନ


Related posts

En Inimai Yesu – Anish Samuel Tamil Christian Lyrics

Naya Savera – Prince Mulla, Joseph Raj Allam Telugu Christian Lyrics

Intha Prema – Ephraim Saatvik Telugu Christian Lyrics