Daya Kara He Iswara – Amit Pani Odia Christian Lyrics

Daya Kara He Iswara is the latest Christian Odia song written by Ranjan Takri, sung by Odia gospel singer, Amit Pani and music composed by Digvijay. This song video was released on March 28, 2024 through Jesus creation YouTube channel.

Please listen to the song, worship the Lord with spirit and in Truth and be blessed.

Song: Daya Kara He Iswara
Release Date: March 28, 2024
Lyrics: Ranjan Takri & Malaya Naik
Vocals: Amit Pani
Music: Malaya Naik

  • Odia

ଦୟାକର ହେ ଈଶ୍ୱର ମୁଁ ଦୀନହୀନ ଅଯୋଗ୍ୟ ତୁମର। (୨)
ତୁମ କରୁଣା ମୋ ଉପରେ ..ତୁମ ଆଶିଷ ମୋ ଉପରେ (୨)
ସଦା ତୁମେ ବର୍ଷାଅ ..ସଦା ତୁମେ ବର୍ଷାଅ
ଦୟାକର ହେ ଈଶ୍ୱର ମୁଁ ଦୀନହୀନ ଅଯୋଗ୍ୟ ତୁମର। (୨)

“ତୁମରି କୃପାରେ.. ତୁମ ଦୟାରେ..ରଖିଲ ଜଗତେ ମୋତେ..
ତଥାପି ପ୍ରଭୁ.. ତୁମକୁ ନ ଜାଣି.. ପାପ ମୁଁ କରିଛି କେତେ,,(୨)
ଅନୁତାପ କରେ ଭଙ୍ଗା ଅନ୍ତରେ (୨) ଦୟା କର ମୋ ଉପର(୨)
ଦୟାକର ହେ ଈଶ୍ୱର ମୁଁ ଦୀନହୀନ ଅଯୋଗ୍ୟ ତୁମର। (୨)

“କ୍ରୁଶରେ ଝୁଲିଲ..ରକତ ଢାଳିଲ.. ଦେବାକୁ ମୋତେ ପରିତ୍ରାଣ..
ଧୋଇ ଦେଲ ପ୍ରଭୁ.. ପାପକୁ ମୋର.. ଦେଲ ମୋତେ ନୂଆଁ ଜୀବନ (୨)
ତୁମ ଜ୍ଞାନରେ ତୁମ ଆତ୍ମାରେ (୨) କର ପ୍ରଭୁ ମୋତେ ପୂର୍ଣ୍ଣ (୨)

ଦୟାକର ହେ ଈଶ୍ୱର ମୁଁ ଦୀନହୀନ ଅଯୋଗ୍ୟ ତୁମର। (୨)
ତୁମ କରୁଣା ମୋ ଉପରେ ..ତୁମ ଆଶିଷ ମୋ ଉପରେ (୨)
ସଦା ତୁମେ ବର୍ଷାଅ ..ସଦା ତୁମେ ବର୍ଷାଅ
ଦୟାକର ହେ ଈଶ୍ୱର ମୁଁ ଦୀନହୀନ ଅଯୋଗ୍ୟ ତୁମର। (୨)

Related posts

En Inimai Yesu – Anish Samuel Tamil Christian Lyrics

Naya Savera – Prince Mulla, Joseph Raj Allam Telugu Christian Lyrics

Intha Prema – Ephraim Saatvik Telugu Christian Lyrics